ଆଜିର ଖବର ଓଡ଼ିଶା କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ରେ ସୋମବାର ବଡ଼ ନିଷ୍ପତ୍ତି ନିଆଯାଇଛି। ୧୨ଟି ବିଭାଗର ମୋଟ ୧୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ର ମୋହର ବାଜିଛି। ଏଥିରେ ପ୍ରଶାସନିକ ସଂସ୍କାର, କୃଷି…