ଅନ୍ତରାଷ୍ଟ୍ରୀୟ ପ୍ରେମ ଆଗରେ ହାର ମାନିଲା କରୋନା : 90 ବର୍ଷୀୟା ଅସୁସ୍ଥ ସ୍ବାମୀଙ୍କ ପାଇଁ 55 ଦିନ ଭିତରେ 45ଟି ଚିଠି ଲେଖିଲେ ସ୍ତ୍ରୀ ଚୀନ୍ : ଯେତେ ବଡ ବିପତ୍ତି ଆସିଲେ ବି ସଚ୍ଚା ପ୍ରେମ କେବେବି ହାରିନଥାଏ । ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ମଧ୍ୟ ଏହି ପ୍ରେମକୁ…