ଆଜିର ଖବର ମୋଦି ସରକାରଙ୍କୁ କପିଲଙ୍କ କଡ଼ା ସନ୍ଦେଶ, ‘ଏବେ ଆରମ୍ଭ ହେବ ଅନ୍ତର ଅଧ୍ୟାୟ’ ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରୁ କେନ୍ଦ୍ରର ବିଜେପି ସରକାର ବିରୋଧରେ ଏକଜୁଟ ହୋଇ ଗର୍ଜିଛନ୍ତି ବିରୋଧୀ ଦଳ। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ…