ଅନ୍ତରାଷ୍ଟ୍ରୀୟ ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ ନୂଆଦିଲ୍ଲୀ: ପାକିସ୍ତାନ ଏକ କଡ଼ା ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡକୁ ୩ ୱିକେଟରେ ପରାସ୍ତ କରିଛି। ଫହୀମ ଅସରଫ୍ ଙ୍କ ଯୋଗୁଁ ପରାଜୟରୁ ପାକିସ୍ତାନ ଅଳ୍ପକେ ରକ୍ଷା ପାଇଛି। ନଚେତ୍…