ଆଜିର ଖବର ମୋଦି ନିର୍ବାଚନ ଜିତିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନାରେ ବେଶ୍ ଉନ୍ନତ ଘଟିବ : ଇମ୍ରାନ୍ ଖାନ୍ ଭାରତରେ ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ବେଶ୍ ସରଗରମ ରହିଥିବାବେଳେ ଏହାର ପ୍ରଭାବ ମଧ୍ୟ ପଡ଼ୋଶୀ ଦେଶମାନଙ୍କ ଉପରେ ପଡୁଛି। ଭାରତର ନିର୍ବାଚନକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ…