ଜାତୀୟ ଖବର PAN କାର୍ଡରେ ଗୋଟିଏ ଭୁଲ୍, ଆୟକର ବିଭାଗର ନୋଟିସ୍! ୭.୬୦ ଲକ୍ଷ ଟଙ୍କାର ମାମଲା ଭୁବନେଶ୍ୱର: PAN କାର୍ଡରେ ଥିବା ଏକ ଛୋଟ ଭୁଲ୍ ଆପଣଙ୍କୁ ବଡ଼ ଆର୍ଥିକ ସମସ୍ୟାରେ ପକାଇପାରେ। ଏପରିକି ଗୋଟିଏ ବ୍ୟକ୍ତିଙ୍କ ନାମରେ ଦୁଇଟି PAN କାର୍ଡ ଥିଲେ…