ଆଜିର ଖବର ପସନ୍ଦ ଆପଣଙ୍କର ରୋଷେଇ ଆମର, ଆରମ୍ଭ ହେଲା ପାନ୍ଥନିବାସ ପ୍ରସ୍ତୁତ ଓଡିଆ ଖାଦ୍ୟର ଅନଲାଇନ ସେବା ଭୁବନେଶ୍ବର, ପସନ୍ଦ ଆପଣଙ୍କର ରୋଷେଇ ଆମର, ଏପରି ଏକ ସ୍ଲୋଗାନ ନେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆରମ୍ଭ କଲା ଅନଲାଇନ ଖାଦ୍ୟ ଯୋଗାଣ ସେବା। ପାନ୍ଥନିବାସ…