Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପସନ୍ଦ ଆପଣଙ୍କର ରୋଷେଇ ଆମର, ଆରମ୍ଭ ହେଲା ପାନ୍ଥନିବାସ ପ୍ରସ୍ତୁତ ଓଡିଆ ଖାଦ୍ୟର ଅନଲାଇନ ସେବା
ଆଜିର ଖବର

ପସନ୍ଦ ଆପଣଙ୍କର ରୋଷେଇ ଆମର, ଆରମ୍ଭ ହେଲା ପାନ୍ଥନିବାସ ପ୍ରସ୍ତୁତ ଓଡିଆ ଖାଦ୍ୟର ଅନଲାଇନ ସେବା

May 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ପସନ୍ଦ ଆପଣଙ୍କର ରୋଷେଇ ଆମର, ଆରମ୍ଭ ହେଲା ପାନ୍ଥନିବାସ ପ୍ରସ୍ତୁତ ଓଡିଆ ଖାଦ୍ୟର ଅନଲାଇନ ସେବା

ଭୁବନେଶ୍ବର, ପସନ୍ଦ ଆପଣଙ୍କର ରୋଷେଇ ଆମର, ଏପରି ଏକ ସ୍ଲୋଗାନ ନେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆରମ୍ଭ କଲା ଅନଲାଇନ ଖାଦ୍ୟ ଯୋଗାଣ ସେବା। ପାନ୍ଥନିବାସ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏଣିକି ଅନଲାଇନରେ ଉପଲବ୍ଧ କରାଇବା ପାଇଁ କରାଯାଇଛି ଏହି ବ୍ୟବସ୍ଥା। ସେଥିପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ସ୍ବୁଗି ଓ ଜୋମାଟୋ ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି।

ବୁଝାମଣା ଅନୁସାରେ ଏହି ଅନଲାଇନ ଯୋଗାଣ ସଂସ୍ଥା ପାନ୍ଥନିବାସ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଡୋର ଟୁ ଡୋର ସେବା ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ଓଟିଡିସି ଭୁବନେଶ୍ବର, କଟକ, ପୁରୀ ଓ ରାଉରକେଲାରେ ଏହି ବ୍ୟବସ୍ଥା ଆରମ୍ଭ କରିବ ବୋଲି ନିଷ୍ପତି ହୋଇଛି। ଏଥିରେ ଓଡିଶାର ପାଂରପାରିକ ଖାଦ୍ୟ, ନିରାମିଷ ଓ ଆମିଷ ଖାଦ୍ୟ ଯୋଗାଣ କରାଯିବ। ଏପରିକି ସ୍ବତନ୍ତ୍ର ପୂଜା ଦିନମାନଙ୍କରେ ପିଠା, ପୋଡପିଠା, କାକରା ପିଠା ପ୍ରଭୃତି ମଧ୍ୟ ପ୍ରଦାନ କରାଯିବ।

ବର୍ତ୍ତମାନ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ଥିବା ବେଳେ ପାନ୍ଥ ନିବାସର ଏହି ପଦକ୍ଷେପ ନିଶ୍ଚିତ ଆଦୃତ ହେବ ବୋଲି ଆଶା କରାଯାଉଛି।

otdc Swiggy zomato
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Latest News

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.