ଆଜିର ଖବର ପାରାଦୀପ ଆଇଓସିଏଲ ରିଫାଇନେରୀ ଓ ଏଲଏଣ୍ଡଟିର 2ଟି କଲୋନିରେ 144 ଧାରା ଜାରି ରମେଶ ମହାନ୍ତି ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର…