ଆଜିର ଖବର ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ ନୂଆଦିଲ୍ଲୀ: ନୂତନ ଶିକ୍ଷାମନ୍ତ୍ରୀଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନ ସଂସଦରେ ହଙ୍ଗାମା ସୃଷ୍ଟି କରିଛି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, “ଯେଉଁଠାରେ ଆଖିରେ ଲଜ୍ଜା ରହିବା ଉଚିତ…