ଆଜିର ଖବର ଖୁବ୍ ଶୀଘ୍ର ଦର୍ଶକ ଦେଖିପାରିବେ ଅନୁଷ୍କା ଶର୍ମାଙ୍କ ଓ୍ବେବ୍ ସିରିଜ୍ ‘ପାତାଲ୍ ଲୋକ୍’ ନୂଆଦିଲ୍ଲୀ : 2018 ମସିହାରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବଡ ପରଦାରେ ଦେଖିବାକୁ ମିଳିନାହିଁ । ଦୀର୍ଘ ସମୟ ପରେ…