Categories
ଆଜିର ଖବର ଜାତୀୟ ଖବର

କ୍ଲିନିକ୍‌ ପାଥୋଲ୍ୟାବ୍‌ ଖୋଲିବାକୁ ପରାମର୍ଶ

ନୂଆଦିଲ୍ଲୀ : ବନ୍ଦ ରହିଥିବା ସମସ୍ତ ଘରୋଇ କ୍ଲିନିକ୍‌, ପାଥୋଲ୍ୟାବ୍‌ ଖୋଲିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି। ଡାକ୍ତର, ପାରାମେଡିକାଲ୍‌ ଷ୍ଟାପ୍‌ଙ୍କ ପାଇଁ କଟକଣା ନ କରିବାକୁ ଚିଠି। ଏମାନଙ୍କ ଯାତାୟତରେ କୌଣସି ପ୍ରତିବନ୍ଧକ ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ ସହ ସାଧାରଣ ହସ୍ପିଟାଲର ଡାକ୍ତର ଓ ଷ୍ଟାଫ୍‌ଙ୍କ ପାଇଁ କୋହଳ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସଫେଇ କର୍ମଚାରୀ ଓ ଆମ୍ବୁଲାନ୍ସକୁ ବାଟରେ ନ ରୋକିବା ପାଇଁ ପରାମର୍ଶ ଦିଆଯାଇଛି