ଅନ୍ତରାଷ୍ଟ୍ରୀୟ ଭାରତକୁ UNSCରେ ସ୍ଥାୟୀ ସ୍ଥାନ କାହିଁକି ମିଳିବା ଉଚିତ?: ଜାଣନ୍ତୁ ୫ ଟି ବଡ଼ କାରଣ ନୂଆଦିଲ୍ଲୀ: ଭାରତ ବିଶ୍ୱ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପୁରୁଣା ଗଠନରେ ପରିବର୍ତ୍ତନ ପାଇଁ ନିରନ୍ତର ସମର୍ଥନ କରିଆସିଛି। ସମ୍ପ୍ରତି BRICS ସମ୍ମିଳନୀରେ ଭାରତ ସ୍ପଷ୍ଟ ଭାବରେ କହିଛି…