ଆଜିର ଖବର ‘ଡିଜେଲ କାର ଉତ୍ପାଦନ ବନ୍ଦ କରନ୍ତୁ କମ୍ପାନୀ’: କାହିଁକି ଏମତି ନିବେଦନ କଲେ ନିତିନ ଗଡକରୀ? ନୂଆଦିଲ୍ଲୀ: ସିଆଇଆଇ ର ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଡିଜେଲ ବିଷୟରେ ଏକ ବଡ଼ କଥା କହିଛନ୍ତି। ଶୀଘ୍ର ଡିଜେଲକୁ ବିଦାୟ କହିବା…