ଆଜିର ଖବର ଫିଲିପାଇନ୍ସରେ ଟାଇଫୁନ୍ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି ନୂଆଦିଲ୍ଲୀ,29/12 : ସାମୁଦ୍ରିକ ଝଡ ଟାଇଫୁନ୍ ଫାନ୍ଫୋନ୍ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଫାନ୍ଫୋନ୍ ପ୍ରଭାବରେ 5 ଦିନ ମଧ୍ୟରୋ 41 ଜଣଙ୍କର ମୃତ୍ୟୁ ଘଟିଛି…