ଜାତୀୟ ଖବର “ଅବକି ବାର ମୋଦି ସରକାର” ସ୍ଲୋଗାନ ଦେଇଥିବା ପୀୟୁଷ ପାଣ୍ଡେ ଆଉ ନାହାନ୍ତି: ୭୦ ବର୍ଷରେ ବିଜ୍ଞାପନ ଗୁରୁଙ୍କ ଦେହାନ୍ତ ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାପନ ଜଗତକୁ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି।…