ଆଜିର ଖବର ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବେ ସରକାର: ଜାଣନ୍ତୁ ଏହାର ଖର୍ଚ୍ଚ କେତେ? ନୂଆଦିଲ୍ଲୀ: ଯାନ୍ତ୍ରିକ ସମସ୍ୟା ପ୍ରାୟତଃ ଅନଲାଇନ୍ ପେମେଣ୍ଟକୁ ବାଧା ଦିଏ, ତେଣୁ ବହୁ ସଂଖ୍ୟକ ଲୋକ ଏବେ ବି ସେମାନଙ୍କ ୱାଲେଟରେ ନଗଦ ବହନ କରନ୍ତି। ନିକଟ…