ଆଜିର ଖବର ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ ଜଳଗାଓଁ: ବିବାହରେ ଲାଗିଥିଲା ଉତ୍ସବର ମାହୋଲ। ନୂଆ ବୋହୂକୁ ନେଇ ପରିବାରରେ ଥିଲା ଖୁସିର ପରିବେଶ। ହେଲେ ବିବାହର ମାତ୍ର ୩ ଦିନ ପରେ ସବୁ କିଛି…