ଆଜିର ଖବର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାକାଣ୍ଡ ବୃଦ୍ଧି, ପୋଲିସର ମୁଣ୍ଡବିନ୍ଧା ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲେ ମଧ୍ୟ କୌଣସି ରାଜନୈତିକ ହିଂସାକାଣ୍ଡ ଘଟି ନ ଥିଲା। ହେଲେ ତୃତୀୟ ପର୍ଯ୍ୟାୟରେ ରାଡନୈତିକ ହିଂସାକାଣ୍ଡ ଜୋରଧରିଛି। ଗତକାଲି ରାତିରେ ପିପିଲିରେ…