ଆଜିର ଖବର ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି!, ଆଶ୍ଚର୍ଯ୍ୟଜନକ ଏହି ଘୋଷଣା ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି କମିଟିରେ ଉଚ୍ଚ କ୍ଷମତା ରହିବ।…