ବିଶେଷ ଖବର ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍ସାଇଜ୍ ଜାହାଜ ପାରାଦ୍ବୀପ: ଗଭୀର ଡ୍ରାଫ୍ଟ ଓ ବୃହତ୍ ମାଲବାହୀ ଜାହାଜ ପରିଚାଳନା କ୍ଷେତ୍ରରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ଏକ ବଡ଼ ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଥମ…