ଆଜିର ଖବର ଏସ୍ଆରସିଙ୍କ ବାତ୍ୟା ଅପଡେଟ୍ ସୂଚନା : ଏବେ ଘଣ୍ଟାକୁ 15 କିମି ବେଗରେ ଗତି କରୁଛି ଭୁବନେଶ୍ବର : ବାତ୍ୟା ଆମ୍ପାନ୍ ଅପଡେଟ୍ ନେଇ ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି…