ଜାତୀୟ ଖବର କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପି ର ବିଜୟ: କଂଗ୍ରେସ ଉପରେ କଟାକ୍ଷ କଲେ ପ୍ରହଲ୍ଲାଦ ଜୋଶୀ ନୂଆଦିଲ୍ଲୀ: କର୍ଣ୍ଣାଟକରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ଏବଂ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି। ଚାରୋଟି ନଗର ପଞ୍ଚାୟତ: ବଜପେ, କିନ୍ନିଗୋଲି, ମାନକି ଏବଂ ବସେଟିହଲ୍ଲିରେ ବିଜେପି ଶାସକ…