ଆଜିର ଖବର ମହାକୁମ୍ଭରେ ବୁଡ଼ ପକାଇଲେ କି ପ୍ରକାଶ ରାଜ? ଫଟୋ ଭାଇରାଲ ହେବା ପରେ କାହିଁକି ରାଗିଲେ ଅଭିନେତା ନୂଆଦିଲ୍ଲୀ: ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ମହାକୁମ୍ଭ ମେଳା ଆୟୋଜିତ ହେଉଛି। ପ୍ରତିଦିନ କୋଟି କୋଟି ଲୋକ ସଙ୍ଗମ କୂଳରେ ପହଞ୍ଚି ପବିତ୍ର ବୁଡ଼…