ଆଜିର ଖବର ବବିଙ୍କ ଘରେ ବିଜେଡ଼ି ନେତାଙ୍କ ମେଳି ଯାଜପୁର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ବିଜେଡିର ବହୁ ବରିଷ୍ଠ ନେତାଙ୍କ ମେଳ) ଯାଜପୁର ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।…