ଅନ୍ତରାଷ୍ଟ୍ରୀୟ ନଦୀକୁ ବିଏମ୍ଡବ୍ଲ୍ୟୁ କାର୍ ଖସାଇ ଗିରଫ ହେଲେ ଯୁବକ ନୂଆଦିଲ୍ଲୀ : ଇନ୍ଷ୍ଟାଗ୍ରାମ୍ରେ ପ୍ରାଙ୍କ୍ ଭିଡିଓ ସେୟାର କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି । ବ୍ୟକ୍ତି ଜଣକ ବିଏମ୍ଡବ୍ଲ୍ୟୁର ଗାଡିକୁ ନଦୀରେ ପକାଇଥିଲେ ।…