ଆଜିର ଖବର ମନୁ ଭାକରଙ୍କ ସମେତ ଚାରିଙ୍କୁ ଖେଳ ରତ୍ନ: ୩୨ ଜଣଙ୍କୁ ମିଳିବ ମିଳିବ ଅର୍ଜୁନ ପୁରସ୍କାର, ପଢନ୍ତୁ ସମ୍ପୂର୍ଣ୍ଣ ତାଲିକା ନୂଆଦିଲ୍ଲୀ: ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ଚେସ ଚାମ୍ପିୟନ ଡି ଗୁକେଶଙ୍କ ସମେତ ଚାରି ତାରକା ଖେଳାଳି ଖେଳ ରତ୍ନ ପୁରସ୍କାର ପାଇବେ। ଏହି…