ଆଜିର ଖବର ଆଜି ଟୀକାଦାନ ଦିବସ ଉପଲକ୍ଷେ ବାଲୁକା କଳା କଲେ ସୁଦର୍ଶନ ପଟ୍ଟନାୟକ ପୁରୀ, ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ। ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କରୋନା ଟୀକା। ଦୀର୍ଘ ନଅ ମାସ ଧରି…