ଅନ୍ତରାଷ୍ଟ୍ରୀୟ ‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା ନୂଆଦିଲ୍ଲୀ: କତର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ, ଇରାନୀ ଆକ୍ରମଣ କତରର LNG ରପ୍ତାନି କ୍ଷମତାର ପ୍ରାୟ ୧୭…