ଆଜିର ଖବର କ୍ୱାଡ୍ ବୈଠକରେ ବେଜିଂ ଅସନ୍ତୁଷ୍ଟ: ଜାଣନ୍ତୁ କ’ଣ କହିଲା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ? ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟ ମଧ୍ୟରେ ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ…