ଆଜିର ଖବର ରେଲ୍ ନୀରର ମୂଲ୍ୟ ଏବେ ୧୪ ଟଙ୍କା: ଅଧିକ ପଇସା ନେଲେ ଏଭଳି ଅଭିଯୋଗ କରନ୍ତୁ ଯାତ୍ରୀ ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର ଅଛି। ଭାରତୀୟ ରେଳବାଇ ରେଳ ନୀର ପ୍ୟାକେଜ୍ ପାନୀୟ ଜଳ ପାଇଁ ମୂଲ୍ୟ ହ୍ରାସ ଘୋଷଣା କରିଛି।…