ଜାତୀୟ ଖବର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଓଡିଶାରୁ ସାଂସଦ ହୋଇଥିବା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପିର ବିଜୟ ପରେ ବର୍ତ୍ତମାନ ସେଠାରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନାଜଳ୍ପନା ଜାରୀ ରହିଛି। ବର୍ତ୍ତମାନ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ରହିଛି…