Categories
ଆଜିର ଖବର ଖେଳ ଜାତୀୟ ଖବର

ଚାରି ଖେଳାଳିଙ୍କୁ ମିଳିବ ରାଜୀବ ଖେଳରତ୍ନ

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆଜି ଚାରି ଖେଳାଳିଙ୍କ ନାମ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି। ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମା, ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ହାସଲକାରୀ ବିନେଶ ଫୋଗଟ, ଟେବୁଲ ଟେନିସ୍ ଷ୍ଟାର ମଣିକା ବାତ୍ରା ଏବଂ ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ହାଇ ଜମ୍ପର ମରିୟାପ୍ପାନ ଥଙ୍ଗାଭେଲୁଙ୍କୁ କମିଟି ପକ୍ଷରୁ ମନୋନୀତ କରାଯାଇଛି । କେନ୍ଦ୍ରୀୟ କମିଟିର 12 ଜଣ ସଦସ୍ୟ ଏହି ଖେଳାଳିଙ୍କୁ ମନୋନୀତ କରିଛନ୍ତି ।