ଜାତୀୟ ଖବର ଏଥର ରାକ୍ଷୀ ପୂର୍ଣ୍ଣିମା କେବେ? ଅଗଷ୍ଟ ୩୦ ରେ ନା ୩୧ ତାରିଖରେ, ଜାଣନ୍ତୁ ଜ୍ୟୋର୍ତିବିତଙ୍କ ମତ ଭୁବନେଶ୍ବର: ପାଖେଇ ଆସିଲାଣି ରାକ୍ଷୀ ପୂର୍ଣ୍ଣିମା। ଏହି ଶ୍ରାବଣ ମାସର ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପୂର୍ଣ୍ଣିମା ଅଗଷ୍ଟ ୩୦…