ଆଜିର ଖବର ପାଇଲଟ୍ ଦେଶର ରକ୍ଷା କରୁଛନ୍ତି, ଆଉ ଚୌକିଦାର ତାଙ୍କ ଟଙ୍କା ଚୋରି କରି ଅମ୍ବାନୀଙ୍କୁ ଦେଉଛନ୍ତି : ରାହୁଲ୍ ଗାନ୍ଧି ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ୍ ପ୍ରସଙ୍ଗ…