Categories
ଆଜିର ଖବର

ବନ୍ଧୁକ ରଖିବା ମାମଲାରେ ପୂର୍ବ କର୍ପୋରେଟର ଗିରଫ

ବନ୍ଧୁକ ରଖିବା ଅଭିଯୋଗରେ ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ  ସ୍ପେଶାଲ ଫ୍ଲାଇଙ୍ଗ ସ୍କ୍ବାଡ ଗିରଫ କରିଛି। ବିଜେଡିର ଏହି ପୂର୍ବତନ କର୍ପୋରେଟର ପୁଣି ଗିରଫ ହୋଇଛନ୍ତି। ରଞ୍ଜିତାଙ୍କୁ ସ୍ପେଶାଲ ସ୍କ୍ବାଡ ଗିରଫ କରିଛି। ତାଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି। ସୂଚନାଯୋଗ୍ୟ ଯେ, ରଞ୍ଜିତା ପୂର୍ବରୁ ଡି ବ୍ରଦର୍ସ ଲିଙ୍କରେ ପ୍ରାୟ ୧ ବର୍ଷ ପୂର୍ବରୁ ଗିରଫ ହୋଇଥିଲେ। ସେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ।