ଆଜିର ଖବର ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ ପୁରୀ: ପୁରୀ ପୌରପାଳିକାର ଯୋଗ୍ୟ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ ବଣ୍ଟନ କରାଯାଇଛି। ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୫ଶହରୁ ଅଧିକ ହିତାଧିକାରୀଙ୍କୁ ରାସନ କାର୍ଡ ବିତରଣ କରିଛନ୍ତି।…