ପୁରୀ, ରଥଯାତ୍ରା ହେବ କି ନ ହେବ ସେ ନେଇ ବେଶ୍ କିଛିଦିନ ଧରି ଚାଲିଲା ଦ୍ବନ୍ଦ।ଏହି ଦ୍ବନ୍ଦ ଭିତରେ ରଥକାମ ନିର୍ଦ୍ଧାରିତ ସମୟ ଭିତରେ ଆରମ୍ଭ ହୋଇପାରିଲା ନାହିଁ। ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ରଥକାମ ଦ୍ରୁତ ଗତିରେ ଚାଲିଛି। ଆଜି ରଥକାମ ଯେଉଁ ପର୍ଯ୍ୟାୟରେ ପହଁଚିବା କଥା ତାହାଠାରୁ ଆଗରେ କାମ ଚାଲିଛି।





