ଆଜିର ଖବର ୪ ଜିଲ୍ଲା ପାଇଁ ୧୦ କୋଟିର ରିଲିଫ୍ ସହାୟତା ମଞ୍ଜୁର କଲେ SRC ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଷାଜନିତ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ସହାୟତା ଘୋଷଣା କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଆୟୁକ୍ତ…