ଆଜିର ଖବର ଜେଟ୍ ଏୟାରଓ୍ବେଜ୍ର ୫ ବିମାନ ଭଡାରେ ନେବ ଏୟାର ଇଣ୍ଡିଆ ପ୍ରତିଦ୍ବନ୍ଦୀ କମ୍ପାନୀ ଜେଟ୍ ଏୟାର ଓ୍ବେଜ୍ର ସମସ୍ତ ବିମାନ ଉଡାଣ ବାତିଲ ହେବା ପରେ ଏହାର ୫ଟି ବୋଇଙ୍ଗ ୭୭୭ ବିମାନ ଭଡାରେ ନେବାର ପ୍ରସ୍ତାବ ଦେଇଛି…