ଆଜିର ଖବର ବିଲ୍ଡିଂ ଦୁର୍ଘଟଣା: ସ୍ଲାବ୍ ଭୁଶୁଡ଼ି ଫସିଲେ ୧୫ ଶ୍ରମିକ, ସମସ୍ତେ ସୁରକ୍ଷିତ ଉଦ୍ଧାର ଗାନ୍ଧୀନଗର: ଦିଲ୍ଲୀ ପରେ ଏବେ ଗୁଜରାଟର ଗାନ୍ଧୀନଗରରେ ଏକ ବଡ଼ଧରଣର ବିଲ୍ଡିଂ ଦୁର୍ଘଟଣା ଘଟିଛି। ଗାନ୍ଧୀନଗରର କୁଡାସନ ଅଞ୍ଚଳରେ ନିର୍ମାଣାଧୀନ ‘ବୋସ୍କି ଦି ଏମ୍ପାୟାର’ କମର୍ସିଆଲ୍ କମ୍ପ୍ଲେକ୍ସର…