ଆଞ୍ଚଳିକ ଇକୋରିଟ୍ରିଟ୍ ପରିଦର୍ଶନ କରି ଧନ୍ଦାମୂଳକ ଶିକ୍ଷାର ଅଭିଜ୍ଞତା ହାସଲ କଲେ ଛାତ୍ରଛାତ୍ରୀ ସମୀକ୍ଷା ବ୍ୟୁରୋ କୋଣାର୍କ : କୋଣାର୍କରେ ଅନୁଷ୍ଠିତ ଇକୋ ରିଟ୍ରିଟ୍ ପରିଭ୍ରମଣ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ। କୋଣାର୍କସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ…