ଆଜିର ଖବର ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି ନୂଆଦିଲ୍ଲୀ: ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଅଭ୍ୟାସ ସମୟରେ ଆଘାତ ହୋଇଛନ୍ତି। ଯାହାପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି। ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍…