ଜାତୀୟ ଖବର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବନ କଲା ବିଜେପି ନୂଆଦିଲ୍ଲୀ: ଆରକେ ସିଂହଙ୍କୁ ବିଜେପି ଦଳରୁ ନିଲମ୍ବନ କରିଛି। ତାଙ୍କୁ ବହିଷ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଦଳୀୟ ନିୟମ ଅନୁଯାୟୀ, ଏହା ତିନୋଟି…