RSS

ନୂଆଦିଲ୍ଲୀ: ରାଜନୀତିରେ ନେତାଙ୍କ ବୟସ ଏକ ଅନ୍ତହିନ ବିତର୍କ, ଯାହା ଉପରେ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ସାମ୍ପ୍ରତିକ ମନ୍ତବ୍ୟ ସେହି ବିତର୍କକୁ ପୁଣି ଥରେ ଉଜ୍ଜୀବିତ…

ନୂଆଦିଲ୍ଲୀ: PFIର ଷଡ଼ଯନ୍ତ୍ରର ଏକ ବଡ଼ ଖୁଲାସା ହୋଇଛି। NIA ଦାବି କରିଛି ଯେ, ୨୦୪୭ ସୁଦ୍ଧା ଦେଶରେ ଇସଲାମିକ ଶାସନ ଆଣିବା ପାଇଁ ଏକ ବଡ଼…

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସ ନେତା ହୁସେନ୍ ଦଲୱଇ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଆରଏସଏସକୁ ଏକ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଆତଙ୍କବାଦକୁ ନେଇ ପଡୋଶୀ ଦେଶ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ହୋଇଥିବା କଳ୍ପନାଜଳ୍ପନାକୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ମୋଦୀ ଆଗାମୀ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ କୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ବିଜେପି ଏବଂ…

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରିୟ ସ୍ଵୟମସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ହିନ୍ଦୁ ସମ୍ପ୍ରଦାୟକୁ ଏକଜୁଟ ହେବା ଏବଂ ନିଜ ମଧ୍ୟରେ ମତଭେଦ ତଥା ବିବାଦର…

ନୂଆଦିଲ୍ଲୀ: ଆରଏସଏସ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସଂଘ ପ୍ରଚାରକ ଇନ୍ଦ୍ରଶ କୁମାର ରବିବାର ଦିନ ପାଟନାରେ ପହଞ୍ଚିଛନ୍ତି। ସେଠାରେ ସେ ଜାତି ଜନଗଣନା ପ୍ରସଙ୍ଗରେ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସର ନେତାଙ୍କ ମଧ୍ୟରେ ବୈଠକ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆଜି ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବାର ଥିଲା।…

ଭୁବନେଶ୍ୱର: ପୁରୀରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଏସଏସର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦଳର ସମନ୍ୱୟ…

ନୂଆଦିଲ୍ଲୀ: ଆଜିକାଲି ଉତ୍ତରପ୍ରଦେଶର ରାଜନୈତିକ ତାପମାତ୍ରା ବୃଦ୍ଧି ପାଉଛି। ଏହି ସମୟରେ ଶନିବାର ଏବଂ ରବିବାର ଦିନ ଲକ୍ଷ୍ନୌରେ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ଏବଂ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ ଆଶା ଅନୁଯାୟୀ ବିଜେପି ପ୍ରଦର୍ଶନ କରିପାରି ନାହିଁ। ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ଠାରୁ…

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରର ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ଆଜି ଦାବି କରିଛନ୍ତି ଯେ, ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ଆଭ୍ୟନ୍ତରୀଣ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି)…

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ଛାତ୍ର ସଂଗଠନ ନିର୍ବାଚନରେ ​​ବାମପନ୍ଥୀ ଛାତ୍ର ସଂଗଠନ ପୁଣି ଥରେ ବିଜୟୀ ହୋଇଛି। ବାମ ପ୍ରାର୍ଥୀ ଧନଞ୍ଜୟ ଅଖିଲ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ…

ନୂଆଦିଲ୍ଲୀ: ଆରଏସଏସ ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ…

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ବିରୋଧୀ ଦଳର ସମସ୍ତ ରାଜନୈତିକ ଦଳ। ସମସ୍ତଙ୍କର ନିଜର ଯୁକ୍ତି ଥିଲା। କେହି କେହି ଏହାକୁ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ, ୨୨ ଜାନୁଆରୀ ୨୦୨୪ରେ ଉତ୍ତରପ୍ରଦେଶ (ୟୁପି)ର ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ଉତ୍ତରପ୍ରଦେଶରେ ଏକ ବଡ଼ ଝଟକା ଲାଗିପାରେ। ଦାବି କରାଯାଉଛି ଯେ, ଲାଲଗଞ୍ଜ ବିଏସପି ସାଂସଦ ସଂଗୀତା ଆଜାଦ…

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ବିରୋଧ କରିବାର କିଛିଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୁରୁବାର କହିଛି ଯେ ସମାଜର ସାମଗ୍ରିକ ବିକାଶ ପାଇଁ ଏଭଳି ପଦକ୍ଷେପକୁ…