ଅପରାଧ ମହିଳା ବନ୍ଧୁଙ୍କ ସହ ମିଶି ନିଜ ସ୍ବାମୀକୁ ହତ୍ୟା କଲେ ସ୍ତ୍ରୀ ଆଲିଗଡ : ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି…