Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହିଳା ବନ୍ଧୁଙ୍କ ସହ ମିଶି ନିଜ ସ୍ବାମୀକୁ ହତ୍ୟା କଲେ ସ୍ତ୍ରୀ
ଅପରାଧ

ମହିଳା ବନ୍ଧୁଙ୍କ ସହ ମିଶି ନିଜ ସ୍ବାମୀକୁ ହତ୍ୟା କଲେ ସ୍ତ୍ରୀ

March 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଆଲିଗଡ :  ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍‌ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି । ନିଜ ଘରେ ଭଡ଼ାରେ ରହୁଥିବା ମହିଳାଙ୍କ ସହ ତାଙ୍କ ସ୍ତ୍ରୀ ସମଲିଙ୍ଗୀ ସମ୍ପର୍କ ରଖିଥିଲେ । ମହିଳଙ୍କ ସ୍ବାମୀ ଏସବୁ ଜାଣିବା ପରେ ଏହାକୁ ବିରୋଧ କରିବା ସହ ଏପରି ସମ୍ପର୍କରୁ ନିବୃତ୍ତ ରହିବାକୁ ଆଦେଶ ଦେଲେ । ଏହାପରେ  ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ ଏକ ବିପଦପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି। ଦୁଇ ମହିଳା ଜଣକ ହୋଲି ଦିନ  ତାଙ୍କ  ଗଳା ଚିପି ହତ୍ୟା କରିଦେଇଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଘଟିଛି ।

ଆଲିଗଡରେ ମାର୍ଚ୍ଚ 11 ତାରିଖରେ ମୃତକଙ୍କ ଭାଇ ତାଙ୍କ ହତ୍ୟା ସମ୍ବନ୍ଧରେ ଥାନାରେ ଏତଲା ଦେଇଥିଲେ।  ପୋଲିସ୍‌ ଛାନ୍‌ଭିନ୍‌ କରି ଶେଷରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲେ । ହତ୍ୟ ଅଭିଯୋଗରେ ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ଙ୍କ ସହ ହତ୍ୟା ମାମଲା ରୁଜୁ କରାଯାଇଛି।

ଦୁହେଁ ସମ୍ପର୍କକୁ ସ୍ବୀକାର କରି କହିଛନ୍ତି ଯେ, ଦୁଇ ବର୍ଷ ଧରି ସେମାନେ ଏପରି ସମ୍ପର୍କରେ ରହିଛନ୍ତି।  ନିକଟରେ ତାଙ୍କର ଏହି ସମ୍ପର୍କ ବିଷୟରେ ତାଙ୍କ ସ୍ବାମୀ ଜାଣି ପାରି ତାଙ୍କୁ ବିରୋଧ କରିଥିଲେ। ଏହା ପରେ ସେ ଓ ତାଙ୍କ ମହିଳା ପାର୍ଟନର୍‌ ଦୀର୍ଘ ଏକମାସ ଧରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହୋଲି ଦିନ ସେମାନେ ଏହି ଘଟଣା ଘଟାଇଥିଲେ। ଦୁହେଁ ତାଙ୍କୁ ହତ୍ୟା କରି ତାଙ୍କ ଶବକୁ ମୃତକଙ୍କ ଭାଇ ଘର ପାଖରେ ପକାଇଦେଇଥିଲେ । ଯେପରିକି ହତ୍ୟାର ଅଭିଯୋଗ ମୃତକଙ୍କ ଭାଇ ଉପରେ ରହିବ। କିନ୍ତୁ ଘଟଣାର ସତ୍ୟ ସାମ୍ନାକୁ ଆସିଛି । ହତ୍ୟା ଅଭିଯୋଗରେ ମହିଳା ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ଙ୍କୁ ପୋଲିସ୍‌ ଗିରଫ କରି ଜେଲ୍‌କୁ ପଠାଇଛି।

murder
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.