ଜାତୀୟ ଖବର ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ସଂଜୟ କୁମାର ସିଂ, ନିଜ ରାଜ୍ୟ ବିହାରକୁ ବଦଳି ପାଇଁ କଲେ ଆବେଦନ ଭୁବନେଶ୍ବର: ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ଶ୍ରୀଯୁକ୍ତ ସଂଜୟ କୁମାର ସିଂ। ସେ ଇଣ୍ଟର ଷ୍ଟେଟ ବଦଳିରେ ନିଜ ଗୃହ ରାଜ୍ୟ ବିହାରକୁ ଯିବା ପାଇଁ…