ଆଜିର ଖବର ବାଣପୁର ମା’ ଭଗବତୀ ମନ୍ଦିର ଏବଂ ସାତ ବଖରା ଘରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିଲା ଧାରା ୧୪୪ ସୀତାରାମ ଅଗ୍ରଓ୍ବାଲ ବାଣପୁର : ‘ମା’ ଭଗବତୀ ମନ୍ଦିର ଓ ’ସାତବଖରା ଘର’ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଦଶହରା ପର୍ବକୁ ଧ୍ୟାନରେ…