ଆଜିର ଖବର ରଣଜୀ ଟ୍ରଫି : 73 ବର୍ଷରେ ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ୍ ରାଜକୋଟ : 2020-21 ରଣଜୀ ଟ୍ରଫିରେ ଚାମ୍ପିୟନ୍ ହୋଇଛି ସୌରାଷ୍ଟ୍ର । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ବିଜୟୀ ହୋଇଛି ।…